Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Romance

3  

Pratapkesari Sahu

Romance

ପ୍ରିୟା ପାଇଁ ପତ୍ର

ପ୍ରିୟା ପାଇଁ ପତ୍ର

1 min
251



ମନ ଆକାଶ ର ନୀଳକଇଁ ତୁମେ

              ମୁଁ ତୁମ ପୁନେଇ ଜହ୍ନ,

ରହି ବହୁ ଦୂରେ  ଅଛ ମୋ ପାଖରେ

     ତୁମ ମୋ ଜୀବନ ଧନ୍ୟ ।


ସପନ ସାଗରେ ଘୁରି ବୁଲୁଥିଲେ

      ତୁମେ ତ ଅତି ସୁନ୍ଦର,

ପରି ରାଇଜର    ପାରିଜାତ ଫୁଲ    

     ଦିଶେ ଯେତେ ମନୋହର ।


ସରଳ ମନଟି    ବଦଳି ଗଲାଣି

     ତୁମରି ପ୍ରତିଭା ପାଇଁ,

ମନର ନଳିନୀ   ଭାଷା ମୁଁ ପାଉନି

            ବିଷାଦେ ରହୁଛି ମୁହିଁ ।


  ନୂତନ ଢାଞ୍ଚା ରେ ଲେଖିଲି ଏ ପଦ

     ରହିବ ତୁମେ ଭଲରେ,

ପରିବାର ସହ    ଭଲରେ ଅଛି ମୁଁ

      ଜଣାଇଲି ଏ ପତ୍ରରେ ।                      


Rate this content
Log in

Similar oriya poem from Romance