କାନନ
କାନନ


ନାମଟି ଯେତେ ସୁନ୍ଦର
କାମଟି ତା'ର ଅପାର
ଜୀବଜଗତ ତା କରୁଣାରୁ
ହୋଇଥାନ୍ତି ଆତଯାତ
ଆଶ୍ରୟ ନିଅନ୍ତି
ତା ଉପର
କାନନ ଭିତରୁ ମିଳିଥାଏ
ଖାଦ୍ୟ,ବସ୍ତ୍ର,ବାସଗୃହ
ଉପକରଣ ଓ ପାନୀୟ
ଶିତଳଛାଇ ,ଔଷଧ
ଲାଖ,ଝୁଣା ଶାଳପତ୍ର ।
ଆହୁରି ମିଳେ
ଅନେକ ପ୍ରକାର
ଫଳ ଫୁଲ
ନିତାନ୍ତ ଜରୁରୀ
ଜିନିଷ ସବାଇଘାସ
ଶିଆଲପତ୍ର ବାଉଁଶ
ଜୀବନ ନାଟିକା
ଅମ୍ଲଜାନ ପବନ
ବିଭିନ୍ନ ଗଛ
ଆମ୍ବଗଛ ଶାଳଗଛ
ପଣସଗଛ କେନ୍ଦୁଗଛ
ଶାଗୁଆନ କମଳାଗଛ
ଗଙ୍ଗଶିଉଳିଗଛ ।
ଜୀବଜନ୍ତୁ ଙ୍କର
ବିହାରକେନ୍ଦ୍ର କବିଙ୍କର
ଭାବନା କେନ୍ଦ୍ର
ମୁନି ଋଷି ଙ୍କର
ସାଧନା କେନ୍ଦ୍ର
ଦେବତାଙ୍କ ର
ପ୍ରେମ ଉଦ୍ୟାନ
ମଣିଷର ତପ ଭୂମି
କର୍ମ ଭୂମି
ଭାରତ କାନନ ଭୂମି ।