STORYMIRROR

Ram Prasad Bisoi

Fantasy Abstract

2  

Ram Prasad Bisoi

Fantasy Abstract

ପ୍ରୀତିମୈନାକୁ ଚିଠି

ପ୍ରୀତିମୈନାକୁ ଚିଠି

1 min
13.5K


ପାର୍ବଣର ଚିଠି ,

ଲେଖିବାକୁ ଇଛା ମତେ ବି ଫେରନ୍ତା ଆକାଶରେ 

ପ୍ରୀତିମୈନା  

ହେଲେ 

ମୋ ମୃତ୍ୟୁ ଘୋଷଣା କେବେ ଠାରୁ କରି ସାରିଛ, 

ତୁମେ

ସଧବା ବେଶେ ବିଧବା ଯେ ଆଜି ତୁମ ରୂପ,

ହୃଦୟର ଭାଷା ପଢିବା 

କେବେ ଠାରୁ ଭୁଲି ସାରିଛ

ତୁମେ

ପ୍ରୀତିମୈନା--------------!

ତୁମ ପ୍ରତାରଣାର ଘାତ ଏତେ ଗଭୀର ଯେ 

ସେଥିରୁ ବନ୍ଦ ହେବା ନାମ ନେଉ ନାହିଁ ବହିଚାଲିଥିବା ରକ୍ତସ୍ରାବ----!!

ଏତେ ରାତିକୁ ସପନ କୁଆଡୁ ଆଣିବି ବରଂ ଭଲ 

ନିଜକୁ ଉନ୍ମୁକ୍ତ କରି ଶୋଇପଡ

ଆଉ 

କାହାର ପୁଙ୍ଗୁଳା ଛାତିରେ

ପ୍ରୀତିମୈନା 

ଫେରନ୍ତା ଆକାଶରେ ପାର୍ବଣର ଚିଠି ଲେଖିବା 

ମୋର ଦରକାର ପଡି ନପାରେ---------!!!

©®କାଶ୍ୟପ,

ରାୟଗଡା


Rate this content
Log in

Similar oriya poem from Fantasy