STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ପରିଚୟ

ପରିଚୟ

1 min
148

ପରିଚୟ ଲୋଡ଼ା ହୁଏନାହିଁ

ଯଦି ମଣିଷପଣିଆ ଥାଏ

ଅତି ପରିଚୟ ହତ ଶିରୀ ଲଙ୍କା

ରାମାୟଣ ସଦା କହେ

ପରିଚୟ ପାଇଁ ଗାନ୍ଧୀ କରିନଥିଲେ

ଅହିଂସା ଆନ୍ଦୋଳନ

ମହାତ୍ମା ହେବାକୁ ଦେଶ ଜାତିର ପିତା

କର୍ମ ଥିଲା ଅବଦାନ

ଗାନ୍ଧୀଙ୍କ ତିନିମାଙ୍କଡ ପାଟି କାନ ଆଖି ବୁଜି

ଦେଇଗଲେ ପରିଚୟ

ଅଳପ କଥା ପୁଣି ନୀରବତା ନିର୍ଦ୍ଦେଶେ

ନକରି ସମୟର ଅପଚୟ

ଅତିରୁ ଇତିକୁ ଆମନ୍ତ୍ରଣ କରିବା

ବୋକାମିର ପରିଚୟ

ସମୁଦ୍ର ଆକାଶ ସୂର୍ଯ୍ୟ ଚନ୍ଦ୍ର ତାରା

କି ହେବ ପ୍ରକାଶର ପରିଚୟ

ସ୍ୱତନ୍ତ୍ର କେତେକ ଅନେକରେ ଏକ 

ପରିଚୟେ ସମୟର ଅପଚୟ



Rate this content
Log in

Similar oriya poem from Inspirational