STORYMIRROR

RAJANI KANTA SAHU

Drama Tragedy

4  

RAJANI KANTA SAHU

Drama Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
5

ସବୁ ସେମିତି ଅଛନ୍ତି

କେହି କେବେ କେବେ ବଦଳି ଥିଲେ 

ଏବେ ଏବେ ପୁଣି ସେପରି ହେଇଯାଇଛନ୍ତି 

କେବଳ ପରିବର୍ତ୍ତନ ହେଇଛି ମୁଁ ,

ଏକ ବିରାଟ ପରିବର୍ତ୍ତନ 

ଯାହା କେବେ ମୁଁ ଅନୁଭବ କରିଥିଲି

ମୋ ଏକଲା ପଣରେ 

ପରିବର୍ତ୍ତନ ଶୀଳ ଏ ବିଶ୍ୱରେ ,

ମୋ ଶୌଶବ ,ମୋ ବାଲ୍ୟ 

ଏବଂ ମୋ ଯୌବନ ,ଆଉ

ଯେଉଁ ସବୁ ଫେରୁଥିବା 

ସମୟ ତକ , ସବୁ ଦୃଶ୍ୟମାନ ହୁଏ 

ସେମାନ୍ଂକ ପାଖରେ , ଯେଉଁମାନଂକର

ଏବେ ଏବେ ଆସେ ଯୌବନ 

ସମୟର ପ୍ରଖର ସ୍ରୋତରେ .....।।


Rate this content
Log in

Similar oriya poem from Drama