STORYMIRROR

Smruti sagarika Mohanty

Abstract

2  

Smruti sagarika Mohanty

Abstract

ପରିଭାଷା

ପରିଭାଷା

1 min
339

ତୋ ଭାଷା ରେ ମୁଁ ଆଜି

ଅଙ୍କା ବଙ୍କା ନଈ ର ସ୍ରୋତ

ସାତ ସୁର ସଙ୍ଗୀତର ସେ ମଧୁର ଗୀତ ମଧ୍ୟ

କିନ୍ତୁ କଣ ପାଇଁ

ତୁ ଆଜି ମୋତେ ତୋ ଭଲ ପାଇବା ରଙ୍ଗରେ ସଜାଉଛୁ

ଆଗରୁ ତ ନ ଥିଲା ଏ ସବୁ

ତାହେଲେ ଏବେ କଣ ପାଇଁ

ଭାରି ଅବୁଝା ଏ ମନ

ବୁଝି ପାରୁନି ମୁଁ ଆଜି ପ୍ରେରଣା ସାଜିଛି ତା ପାଇଁ

ଶତ୍ରୁ ମଧ୍ୟ ମିତ୍ର ପାଲଟିଛି

ତୁ ତୋ ଭାଷାରେ ଯାହା କହ

ମୁଁ କିନ୍ତୁ ବହୁତ ଖୁସି

କିନ୍ତୁ ବୁଝି ପାରୁନି

ଏ ଶବ୍ଦ ଭିତରେ ଅଛି କଣ

ଯଦି ଆଜି ପ୍ରେରଣା ସାଜିଛି

ସେ ତ ମୋ ପାଇଁ ନା


Rate this content
Log in

Similar oriya poem from Abstract