STORYMIRROR

Smruti sagarika Mohanty

Others

4  

Smruti sagarika Mohanty

Others

ପରିବାର

ପରିବାର

1 min
228

ଶବ୍ଦ କୋଷରୁ ଖୋଜିବାକୁ ଚେଷ୍ଟା କଲି ତାର ତାତ୍ପର୍ଯ୍

ପୃଷ୍ଠା ପରେ ପୃଷ୍ଠା ମେଲେଇ ଚାଲିଲି....

ଶେଷରେ ଜାଣିବାକୁ ପାଇଲି ...

ଅସୀମ ସାଗରର ଅଗଣିତ ଢେଉ ପରି

କେମିତି ତାକୁ ମନ ରଖିବି.......

ସେ ପ୍ରୟାସ ଛାଡି ତାକୁ ତୁଳନା କରି ସଂଜ୍ଞା ଦେବାକୁ ଚେଷ୍ଟା କଲି

ଶେଷରେ ଜାଣିଲି....

ମୋତିରେ ପୂର୍ଣ୍ଣ ହେଇ ରହିଥିବା ଶାମୁକାଟିଏ ସିଏ

କଣ ତାକୁ ସାଉଁଟି ପାରିବି...

ଶେଷରେ ତାକୁ ଅନୁସରଣ କରିବାକୁ ଚେଷ୍ଟା କଲି

କିନ୍ତୁ ମୁଁ ଅଣନିଃଶ୍ୱାସୀ ହେଇ ଗଲି.....

ତାର ଭଲ ପାଇବା କଣ କେତେ ଜଣ ସଦସ୍ୟ କୁ ନେଇ ସୀମିତ

କେଉଁଠି ପାଇବି ତାର ତାତ୍ପର୍ଯ୍ୟ ର ସଜ୍ଞା

କିଏ କହିପାରିବ ତା ଭଲ ପାଇବାର ଅନ୍ତଃ କେଉଁଠି ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍