Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ପରିବେଶ

ପରିବେଶ

1 min
7



ଘରର ପ୍ରାଚୀର ପରି 

ପରିବେଶ ସୃଷ୍ଟି ବିଞ୍ଚି ବଞ୍ଚାଇ ଥାଏ 

ପରିବେଶରେ ପକୃତି ଅଜାଡ଼ିଛି 

ବଞ୍ଚିବା ସୂତ୍ର ଖିଏ ଖିଏ 

ଗଛ ପକ୍ଷୀ ନଈ ଦୁବ ଘାସ 

କଅଁଳ ସୂର୍ଯ୍ୟ କିରଣ 

ଗଛ କାଟି ମଣିଷ କରେ ଅନାବରଣ 

ପ୍ରକୃତି ବି ସାଧୁଛି ଦାଉ 

ଅଂଶୁଘାତ ଆଦି କେତେ ଯେ ସମୀକରଣ 

ସବୁତ ଗଛର ଧ୍ବଂସ ହିଁ ଏକମାତ୍ର 

ସକାରଣ କାରଣ 

ଅଳ୍ପବୃଷ୍ଟି ଅନାବୃଷ୍ଟି ଆଦି ବାତାବରଣ 

ମଣିଷ ଛନ୍ଦି ବାନ୍ଧି ରୁନ୍ଧି 

କରୁଛି କ୍ରନ୍ଦନ କରୁଣ

ଜଣାଣ ଭଜନ ସହ ଗଛ ଲଗେଇବା ଅଭିଯାନ 

ପରଷି ଅମ୍ଳଯାନ ହେବ ସ୍ୱଚ୍ଛ ବାତାବରଣ 

ବନ୍ୟା ବାତ୍ୟା ମରୁଡିର ନଥିବ କମ୍ପନ 

ଜାଗ୍ରତ ହେଇ ମଣିଷ କରୁ ସ୍ୱଚ୍ଛ ଅଭିଯାନ 

ସୁସ୍ଥ ସମାଜ ଓ ସୁସ୍ଥ ବାତାବରଣ 

ପରିବେଶରେ ଆଣିବ ନିଶ୍ଚୟ ଆଛାଦିନ ।


Rate this content
Log in

Similar oriya poem from Action