STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ପରିବେଶ

ପରିବେଶ

1 min
10


ଘରର ପ୍ରାଚୀର ପରି 

ପରିବେଶ ସୃଷ୍ଟି ବିଞ୍ଚି ବଞ୍ଚାଇ ଥାଏ 

ପରିବେଶରେ ପକୃତି ଅଜାଡ଼ିଛି 

ବଞ୍ଚିବା ସୂତ୍ର ଖିଏ ଖିଏ 

ଗଛ ପକ୍ଷୀ ନଈ ଦୁବ ଘାସ 

କଅଁଳ ସୂର୍ଯ୍ୟ କିରଣ 

ଗଛ କାଟି ମଣିଷ କରେ ଅନାବରଣ 

ପ୍ରକୃତି ବି ସାଧୁଛି ଦାଉ 

ଅଂଶୁଘାତ ଆଦି କେତେ ଯେ ସମୀକରଣ 

ସବୁତ ଗଛର ଧ୍ବଂସ ହିଁ ଏକମାତ୍ର 

ସକାରଣ କାରଣ 

ଅଳ୍ପବୃଷ୍ଟି ଅନାବୃଷ୍ଟି ଆଦି ବାତାବରଣ 

ମଣିଷ ଛନ୍ଦି ବାନ୍ଧି ରୁନ୍ଧି 

କରୁଛି କ୍ରନ୍ଦନ କରୁଣ

ଜଣାଣ ଭଜନ ସହ ଗଛ ଲଗେଇବା ଅଭିଯାନ 

ପରଷି ଅମ୍ଳଯାନ ହେବ ସ୍ୱଚ୍ଛ ବାତାବରଣ 

ବନ୍ୟା ବାତ୍ୟା ମରୁଡିର ନଥିବ କମ୍ପନ 

ଜାଗ୍ରତ ହେଇ ମଣିଷ କରୁ ସ୍ୱଚ୍ଛ ଅଭିଯାନ 

ସୁସ୍ଥ ସମାଜ ଓ ସୁସ୍ଥ ବାତାବରଣ 

ପରିବେଶରେ ଆଣିବ ନିଶ୍ଚୟ ଆଛାଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action