STORYMIRROR

Prahallad Sahoo

Romance Fantasy

4  

Prahallad Sahoo

Romance Fantasy

ପ୍ରେମର ପରିଧି

ପ୍ରେମର ପରିଧି

1 min
299


ପ୍ରେମ ମଧୁମୟ,

ପ୍ରେମ ଦିଗବିଜୟ,

ପ୍ରେମ ବରଣୀୟ, 

ପ୍ରେମ ଅଗ୍ରଗଣ୍ଯ,

ପ୍ରେମ ସହନୀୟ, 

ପ୍ରେମ ମହନୀୟ 


ପ୍ରେମ ଅଭିନନ୍ଦନୀୟ, 

ପ୍ରେମ ପୂଜ୍ଯ, ଶ୍ରଦ୍ଧାମୟ

ପ୍ରେମ ଶାସ୍ବତ, ଅନାହତ 

ପ୍ରେମ ସ୍ପନ୍ଦିତ, ବନ୍ଦିତ 

ପ୍ରେମ ପୂଜିତ, ଗର୍ବିତ 


ପ୍ରେମ ଅନୁକମ୍ପା 

ପ୍ରେମ ଦୟା 

ପ୍ରେମ ସତ୍ୟ 

ପ୍ରେମ ଶାନ୍ତି 

ପ୍ରେମ କ୍ଷମା


ପ୍ରେମ ମନ୍ତ୍ରମୁଗ୍ଧ,  

ପ୍ରେମ ଅଭିନନ୍ଦିତ,

ପ୍ରେମ ଶାନ୍ତ ସ୍ନିଗ୍ଧ,  

ପ୍ରେମ ଉଦବୋଧିତ, 

ପ୍ରେମ ଅନାବିଳ,  

ପ୍ରେମ ଅନାସକ୍ତ 


ପ୍ରେମ 

ମୁକ୍ତିଦାତା

ଭାଗ୍ୟବିଧାତା

ଜୀବନର ଗାଥା

ଜୀବନ ଜିଇଁବାର ପ୍ରଥା

ହରେଇବାର ଅନିଶ୍ଚିତତା 

କିଛି ପାଇବାର ଆସ୍ଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance