STORYMIRROR

AJAYA KUMAR MALIK

Romance

3  

AJAYA KUMAR MALIK

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
194

ଏକା ଚାଲୁଥିଲି ଜୀବନ ରାସ୍ତାରେ

          ତୁମ ସାଥେ ହେଲା ଦେଖା

ସେହି ଦିନ ଠାରୁ ମନ ଡାଏରୀରେ

          ତୁମ ନାମ ହେଲା ଲେଖା !

ଅମାବାସ୍ୟା ରାତି ଘୁଞ୍ଚିଗଲା ମୋର

             ଜୀବନର ଆକାଶରୁ

କେତେ ତାରାଫୁଲ ସାଥି ହୋଇଗଲେ

             ତମ ହାତ ଧରୁ ଧରୁ  !

ଅଳପ ଲାଜେଇ ଆଖିରେ ତମର

             ଯାଦୁ'କି ରହିଛି ସତେ

ପ୍ରେମ-ପରିଭାଷା ଏମିତି ଫୁଙ୍କିଲ

            କିମିଆଁ କରିଲା ମୋତେ  !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance