Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

3  

Raja Sekhar CH V

Romance

ପ୍ରେମଲୋକ

ପ୍ରେମଲୋକ

1 min
272



ପ୍ରେମ ନେଇ ଯିବ ମାୟାଲୋକକୁ ଟାଣି,

ଖାଇବା ପିଇବା ବି ମନେ ପଡ଼ିବନି ପୁଣି,

ନିଜ ପ୍ରେୟସୀ ପ୍ରତି କମିବନି ଯେ ଚାହାଣି,

ମାନସୀ ହେଲା ସ୍ଵପ୍ଣଲୋକ ର ମହାରାଣୀ |୧|


ବହୁ ପ୍ରୀତିକର ଏହି ପ୍ରଣୟ ଭାବନା,

କେବେ ବି ହେବାର ଅଛି ସମ୍ଭାବନା,

ସହିବାକୁ ପଡ଼ିବ ବିଭିନ୍ନ ନିର୍ଯାତନା,

ସାଫଲ୍ୟ ରୁହେ ଏକୈକ କାମନା |୨|


ଯୁଗଳ-ପ୍ରେମୀ କରନ୍ତି ପ୍ରେମଲୋକକୁ ଗମନ,

ଦେଖି ଦେଖି ପାଆନ୍ତି ନବଜୀବନ ନବଯୌବନ,

ନିଜ ଭବିଷ୍ୟତ ପ୍ରଣାଳୀର କରନ୍ତି କଥୋପକଥନ,

ନବତନ ଚେତନା ସହ ଏକମତ ରୁହନ୍ତି ଆଜୀବନ |୩|


Rate this content
Log in

Similar oriya poem from Romance