STORYMIRROR

Smruti Sephali Meher

Romance

3  

Smruti Sephali Meher

Romance

ପ୍ରେମିକା

ପ୍ରେମିକା

1 min
337


       ଚାଂଦିନୀ ରାତିର 

       ମଧୁର ଜେ‌ାସ୍ନାରେ

       ଏକା ଭିଜୁଥାଏ ଶଶୀ

        ତା ପ୍ରିୟା କଳିକା 

        ସାଗର ଶାମୁକା

        ଥାଇ ଦୂରେ ଦିଏ ହସି

        ନିଛନ୍ନ ଅଂଧାର 

        ଦୂର ହେଉଥାଏ 

        ପ୍ରୟା ଟିକେ ଗଲେ ଋଷି

        ରଜନୀ ବିତିଲା 

        ପ୍ରତ୍ଯୁଷ ଆସିଲା 

      ହେଲେ ନଗଲା ପ୍ରିୟାର ପ୍ରୀତି ..........।

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance