ପ୍ରେମିକା
ପ୍ରେମିକା
ପ୍ରେମର କଳଙ୍କେ କଳଙ୍କିତ କଲ
ଭଲପାଇବାର ମୂଲ ଏହାକି ଦେଲ ।
ପାଗେଳି ପ୍ରେମିକା ମୁଁ ତୁମର ସାଜିଲି
ମନର କଥାକୁ କିପରି କହିବି ଭାବିଲି ।
ମୋ ମନକୁ ଥରେ ତ' ନ ପଢିଲ ଖୋଲି
ତୁମ ପ୍ରେମ ପାଖେ ମୁଁ ଭାରି ପଡିଗୋଲି ।
ଏତେ ପ୍ରେମ ତୁମେ ମତେ ଦେଇ ଦେଲ
ତୁମ ପ୍ରେମ ପାଖେ ମୋ ପ୍ରେମ ନ ଦେଖିଲୋ ।
ତୁମ ପ୍ରେମ ବିନା ବଞ୍ଚିନପାରିବି ମୁହିଁ
ରାଗ ଅଭିମାନକୁ ହ୍ଠଦୟେ ନେବି ସହି ।
କେତେ ଭଲପାଏ କହିନପାରିବି
ପ୍ରତି ମୂହୂର୍ତ୍ତେ ଏମିତି ଭଲପାଉଥିବି ।
ତୁମେ ମୋତେ ଘ୍ଠଣା କର ବା ଭଲପାଅ
ମୁଁ କିନ୍ତୁ ତୁମକୁ ଭଲପାଉଚି ପାଇବି ପାଉଥିବି ।

