STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ପ୍ରେମିକା -ରୀତା ଅପରାଜିତl

ପ୍ରେମିକା -ରୀତା ଅପରାଜିତl

1 min
137

ମୋ ପ୍ରେମିକା

ଅଳସ,ଅଝଟ ଆଖି ତାର ଅନେକ କଥା କୁହେ

ତା ନୀରବତା ବି ସେ ଅନେକ କିଛି କହିଦିଏ

ତା ସବୁ କଥା ନିଆରା

ସେ ହିଁ ସ୍ୱପ୍ନମଖା ରାତି ତା ବିନା

ମତେ କିଛି ଭଲ ଲାଗେନି।

ଜହ୍ନରେ ମୁଁ ମୁହଁ ଦେଖେ ତାର

ସେଇ ମୋ ସବିତା

ତା ପାଇଁ ଲେଖେ ନିତି କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance