STORYMIRROR

Puspanjali Panda

Romance

2  

Puspanjali Panda

Romance

ପ୍ରେମିକା:ଏକ ସ୍ମୃତି

ପ୍ରେମିକା:ଏକ ସ୍ମୃତି

1 min
92

ସମୟ ନଦେଖି

ନିଦରୁ ଉଠାଇ ଦେବ।

ବସ୍ ରେ ମୋ ସାଥେ

ଲାଗି ହୋଇ ଵସୁଥିବ।

ଅସରନ୍ତି କଥା ଅନର୍ଗଳ

ଗପୁଥିବ ।

ବସ୍ ଛାଡିବା ଟାଇମ୍ ହେଲେ

ଲୁହ ଝରାଇ ଦେବ।

ଚୁପି ଚୁପି କାନେ ମୋର

କେତେ କଥା କହୁଥିବ।

ଲାଗୁଛି ସତେକି ଏହା 

ଆମ ଶେଷ ଦେଖା ହେବ।

ଅକାଳେ ସକାଳେ କେବେ

ବାଟେ ଯଦି ଦେଖି ଦେବ

ଅଚିହ୍ନା ଅଜଣା ଭାବି

ବାଟ ଭାଙ୍ଗି ଚାଲିଯିବ।

ପ୍ରେମିକାର ସାଙ୍ଗେ ମୋର 

ସଂସାର ନହେଲା ନାହିଁ ।

ରଖିଛି ସାଇତି ତାକୁ

ବାଁ ଛାତି ତଳେ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance