STORYMIRROR

Manorama Sahoo

Romance

3  

Manorama Sahoo

Romance

ପ୍ରେମ

ପ୍ରେମ

1 min
291

ହୃଦୟ ତ ନୁହେଁ ବାଲି ଘରଟିଏ

ଭାଙ୍ଗିଗଲେ ପୁଣି ଗଢିିଦବ

 ପ୍ରେମ ବି ତ ନୁୁହେଁ ଅଲୋଡ଼ା ଦରବ

ଖୋଜିଲେ ମିଳିବ ପୁଣି ଚାଲିଯିବ।


ପ୍ରେମ ତ ଏକ ଅମୃତ ଭାବନା

ହୃଦେ ଭରେ ସେ ସବୁଜ ଉନ୍ମାଦନା

ପ୍ରେମରେ ହୃଦୟ ଉତ୍ଥିତ ଅନନ୍ତ

ପ୍ରେମ ହିିଁ ଜୀବନେ ଅକ୍ଷୟ ଆଉ ଶାନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance