Manorama Sahoo
Others
ହୃଦୟ ତ ନୁହେଁ ବାଲି ଘରଟିଏ
ଭାଙ୍ଗିଗଲେ ପୁଣି ଗଢି ଦବ
ପ୍ରେମ ବି ତ ନୁହେଁଁ ଅଲୋଡ଼ା ଦରବ
ହଜିଲେ ମିିଳିବ ପୁଣି ହଜିବ।
ପ୍ରେମ ତ ଏକ ଅମୃତ ଭାବନା
ମନେ ଭରିଦିଏ ସେ ଉନ୍ମାଦନା
ପ୍ରେମରେ ହୃଦୟ ଉତ୍ଥଇତ ଅନନ୍ତ
ପ୍ରେମହିଁ ଜୀବନେ ଅକ୍ଷୟ ଆଉ ଶାନ୍ତ।
ସହୀଦ ଯବାନ ର ଅ...
ନୂଆ ବର୍ଷେ ତୁମ...
ଭାବନା ମୋ କବିତ...
ଗୋଲାପ
ତୁମେ ଏକା ସାଥୀ
ପ୍ରେମ