I'm Manorama and I love to read StoryMirror contents.
ସହୀଦ ଯବାନ ର ଅଭିମାନୀ ପ୍ରିୟା ସହୀଦ ଯବାନ ର ଅଭିମାନୀ ପ୍ରିୟା
ଏହି ତ ସେହି ଦୂରତା ତମ ମୋ ମଧ୍ୟରେ ଯାହା ନିକଟ ରେ ଥାଇ ମଧ୍ୟ ଯୋଜନ ଯୋଜନ ଦୂରତାରେ ଭରା, ଛୁଇଁ ପାର ଏହି ତ ସେହି ଦୂରତା ତମ ମୋ ମଧ୍ୟରେ ଯାହା ନିକଟ ରେ ଥାଇ ମଧ୍ୟ ଯୋଜନ ଯୋଜନ ଦୂରତାରେ ଭରା...
ଭାବନା ମୋ କବିତାରେ ଭାବନା ମୋ କବିତାରେ
ଗୋଲାପ ଦେଇ ମୁଁ ପ୍ରତାରିତ ଆଜି ଯନ୍ତ୍ରଣା ର ଜ୍ବଳନରେ ଗୋଲାପ କଣ୍ଟାରେ ହେଉଛି ମୁଁ ଭାଜି ଗୋଲାପ ଦେଇ ମୁଁ ପ୍ରତାରିତ ଆଜି ଯନ୍ତ୍ରଣା ର ଜ୍ବଳନରେ ଗୋଲାପ କଣ୍ଟାରେ ହେଉଛି ...
ଆଖିକୁ ମୋ କଜ୍ବଳିିିତ କଲେ କଣ ତୁମେ ବୁୁୁଝିିିବ ତୁମ ଇସାରା କୁ ଅପେକ୍ଷା କରେ ବୋଲି। ଆଖିକୁ ମୋ କଜ୍ବଳିିିତ କଲେ କଣ ତୁମେ ବୁୁୁଝିିିବ ତୁମ ଇସାରା କୁ ଅପେକ୍ଷା କରେ ବୋଲି।
ପ୍ରେମ ତ ଏକ ଅମୃତ ଭାବନା ମନେ ଭରିଦିଏ ସେ ଉନ୍ମାଦନା ପ୍ରେମରେ ହୃଦୟ ଉତ୍ଥଇତ ଅନନ୍ତ ପ୍ରେମହିଁ ଜୀବନେ... ପ୍ରେମ ତ ଏକ ଅମୃତ ଭାବନା ମନେ ଭରିଦିଏ ସେ ଉନ୍ମାଦନା ପ୍ରେମରେ ହୃଦୟ ଉତ୍ଥଇତ ଅନନ୍ତ...
ପ୍ରେମ ତ ଏକ ଅମୃତ ଭାବନା ହୃଦେ ଭରେ ସେ ସବୁଜ ଉନ୍ମାଦନା ପ୍ରେମରେ ହୃଦୟ ଉତ୍ଥିତ ଅନନ୍ତ ପ୍ରେମ ହିିଁ ଜୀବନେ ... ପ୍ରେମ ତ ଏକ ଅମୃତ ଭାବନା ହୃଦେ ଭରେ ସେ ସବୁଜ ଉନ୍ମାଦନା ପ୍ରେମରେ ହୃଦୟ ଉତ୍ଥିତ ଅନନ୍ତ ...