Manorama Sahoo
Literary Captain
28
Posts
1
Followers
1
Following

I'm Manorama and I love to read StoryMirror contents.

Share with friends

ତୁମ ଚୋରା ଚାହାଣୀ ମନେ ଭରିଦେଲା ବ୍ୟଥା ବ୍ୟଥାରୂପୀ ଦ୍ରୁମ ପଦାଚରଣ କଲା ସେଇ ଚୋରା ଚାହାଣୀର ସନ୍ଧାନେ ସନ୍ଧାନେ। ଇତି ତୁମ...... -ମନ

❤️ନିଜକୁ ବୁଝିବାରେ ହିଁ ପ୍ରକୃତ ଆନନ୍ଦ ରହିଥାଏ ,ଯିଏ ନିଜକୁ ବୁଝିପାରିଲା ସେ ଜୀବନର କୌଣସିବି ସମସ୍ୟା କଠିନ ନମଣି ସାମ୍ନା କରିପାରିବ ଦୃଢ଼ ଆତ୍ମବିଶ୍ୱାସ ର ସହିତ।❤️ --ମନ

❤️ମୋ ମୃତ୍ୟୁ ହିଁ ଯଦି ତୁମ ପ୍ରେମ ପାଇଁ କାମ୍ୟ ତେବେ ମୁଁ ମୃତ୍ୟୁ କୁ ସ୍ବୀକାର କରିନେବି ହସିହସି। ଥରେ ହୃଦୟକୁ ଛୁଇଁ ତୁମେ ଦେଇଛ ଯେଉଁ ଜୀବନ ସଂଜୀବନି ସେଥିରେ ହିଁ ମୋ ଜୀବନ ସାର୍ଥକ ଓ ମୋ ଅନ୍ତରରେ ଭରିଛି ଅନେକ ଖୁସି।❤️

❣️ମା' ମୋ ନୁହେଁ ଜନ୍ମ ଦାତ୍ରୀ ସିଏ ଯେ ସର୍ବ ସଂହା ସବୁଜନମରେ ତା କୋଳେ ଜନ୍ମିବି ମାଗୁଛି ଆଶିଷ ହେ ଚକାଡୋଳା।❣️ -ମନ

❤️ଏମିତି କଟାକ୍ଷ ଚାହାଣୀ ରେ ତୁମେ ଚାହିଁଦେଲା ପରେ ଥରେ କେଜାଣି କାହିଁକି ଆପେ ଆପେ ଆଖି ପଲକ ବଦଳେ କ୍ଷଣେ❤️ -ମନ

❤️ତୁମେ ମୋ ପାଇଁ ସରଗ ର ଚାନ୍ଦ ମୁଁ ତୁମ ପ୍ରତୀକ୍ଷା କଇଁ ତୁମେ ମୋ ହୃଦୟ ଉଦିତସୁରୁଜ ଫୁଟେ ତୁମ ସ୍ପର୍ଶ ପାଇ।❤️

ତୁମ ଚାହାଣୀ ରେ ଲେଖେ ଆମ ପ୍ରେମ କାହାଣୀ ତୁମ ପହିଲି ପରସ କୁ କରି ଅପେକ୍ଷା ଆଖିରୁ ସପନ ହଜିଗଲାଣି।

ବାସ୍ତବରେ ପ୍ରେମ ରେ କେବଳ ସଂଯୋଗ ହୋଇଥାଏ। ତାହା ଦୁଇଟି ଆତ୍ମା କୁ ଏକ ଅମୃତ ସ୍ତରକୁ ନେଇ ଯାଇ ତାର ମଧୁର ସ୍ପର୍ଶ ଦେଇ ମିଳନ କରିଦିଏ।ପ୍ରେମ ଚିରନ୍ତନ, ଯାହା କେବଳ ସଂଯୋଗ ଜାଣିଛି-ବିଚ୍ଛେଦ ରେ ତ ପ୍ରେମ ପ୍ରେମ ନୁହେଁ ,ଭ୍ରମ ଅଟେ।

❤️ମୋ ହୃଦୟେ ଲାଗିଛି ତୁମ ପ୍ରୀତିର ନିଆଁ ତୁମେ କେବେ ନେବ ମତେ ସାଜି ତୁମ ବଧୂପ୍ରିୟା❤️


Feed

Library

Write

Notification
Profile