STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ପ୍ରେମ

ପ୍ରେମ

1 min
433

ମୁଁ ପଢ଼ିଛି ପ୍ରେମର ପରିଭାଷା

ମୁଁ ଵୁଝିଛି ପ୍ରତାରଣା

ସମୟ ସ୍ରୋତରେ

କୁଟାଖିଅଟିଏ ଭାସିଚାଲିଛି,

ଗଙ୍ଗା ଧୁଏ ବୋଲି ପାପ ଶୁଣିଥିଲି,

ପାପ ଏବେ ସବୁଠି

ପଙ୍କ ଏବେ ଆବିଳ ମନର, ଆବର୍ଜନାର

କିନ୍ତୁ ପ୍ରେମ ଏକ ମନ୍ଦିର ବୋଲିବୁଝିଥିଲି,

ପ୍ରେମ, ଐଶ୍ୱରୀୟ, ସ୍ବର୍ଗୀୟ ବୋଲି

ବୁଝିଥିଲି କିନ୍ତୁ କାହିଁ ସେ ସତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract