STORYMIRROR

Sujata Routray

Romance

3  

Sujata Routray

Romance

ପ୍ରେମ

ପ୍ରେମ

1 min
367

କାହିଁକି ଆଜି ମନ ଏତେ ଆନମନା

କୌଣସି କାମରେ ମନ ମୋ ଲାଗେନା


କିଏସେ ଉଙ୍କିମାରେ ବାରମ୍ବାର ମନ ଆଇନାରେ

କାହାକୁ ଖୋଜୁଛି ମୁଁ ଦେଖିବାକୁ ଆତୁରେ


ଭାବୁଛି କାହାକୁ ମୁଁ ଆଜି ମୋ ହୃଦରେ

ନାହିଁ ଆଜି ମନ ମୋ ଅକ୍ତିଆରେ


ମନ ଉପବନେ ଶୁଭେ ଖାଲି ପ୍ରେମର ଗୁଞ୍ଜନ

ସର୍ବାଙ୍ଗ ଶରୀରେ ଭରିଯାଏ ଶିହରଣ


ସତେ କଣ ଏ ପ୍ରେମର ପ୍ରଥମ ସୋପାନ

ଭାବି ମୁଁ ପାରୁନି ଏମିତି ବି ଆସିବ ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance