Liza Senapati

Classics


2  

Liza Senapati

Classics


ପ୍ରେମ

ପ୍ରେମ

1 min 3 1 min 3

ପ୍ରେମ କି ପୋଖରି ,

ମାପି ଦେବ ଗଭୀର।

ପ୍ରେମ ତ ସାଗର ,

କିଏ ବା ମାପିବ ତାକୁ।

ସେତ ଛଳଛଳ ଆଖିର,

ଢ଼ଳ ଢ଼ଳ ବିଦ୍ଦୁ ଲୁହ।


Rate this content
Log in

More oriya poem from Liza Senapati

Similar oriya poem from Classics