STORYMIRROR

Sunanda Mohanty

Abstract Romance Inspirational

3  

Sunanda Mohanty

Abstract Romance Inspirational

ପ୍ରେମ ସବୁଦିନ

ପ୍ରେମ ସବୁଦିନ

1 min
169


ମାଆ ପଣତ ତଳେ

ବାପାଙ୍କ ଅକୁହା ଆଖିରେ

ଭାଇ ଭଉଣୀ ବନ୍ଧୁ ସହଦୋର

ସମ୍ପର୍କ ଭିତରେ

ପ୍ରେମ ଥାଏ ମଜଭୂତ ଡୋରେ

ଆଉ ପ୍ରଣୟିନୀ ଗଜରା ବାସନାରେ

ଆଖି କଜ୍ଜ୍ୱଳରେ

ସିନ୍ଦୁର ସିନ୍ଥି ରେ

ପ୍ରେମିକା ଅଳ୍ପ ଦୂରରେ

ନିଜେ ନିଜ ସହ ପ୍ରେମରେ

ପ୍ରକୃତି ଭିତରେ

ଶିଶୁର ହସରେ

ପରିପୂର୍ଣ୍ଣତା ଆସେ ପ୍ରେମ

ସବୁ ଦିନ ସୂର୍ଯ୍ୟ ଉଇଁ ଆସିବା ପରେ

କାମନାର ବିନାଶ ଓ ଧୂପ ଦୀପ

ଓଁ କାର ଭିତରେ ଅଶ୍ରୁ ଟୋପାକରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract