STORYMIRROR

Sanjukta Padhi

Romance

3  

Sanjukta Padhi

Romance

ପ୍ରେମ ର ମୂଲ

ପ୍ରେମ ର ମୂଲ

1 min
251

ପ୍ରେମର ମୂଲ

ପ୍ରେମ ଏକ ଅମୂଲ୍ୟ

ପାରିଜାତ ଫୁଲର ତୁଲ୍ୟ

ନ ଥାଏ ଏଇଠି ଵାଡବତା

ହରାଇ ଦିଏ ସେ ସବୁ ସତ୍ତା

ଥକିଗଲେ ପ୍ରେମ ହୁଏ

ମୂଳରୁ ଶେଷ

ପ୍ରେମ ବିନା ଏଇ ଜୀବନ

କୋଉଠୁ ଆରମ୍ଭ କୋଉଠି ଶେଷ

ପ୍ରେମ ହୁଏ ଯେବେ

ବିଚଳିତ ପୂର୍ଣ୍ଣ

ସଂସାର ସମ୍ପର୍କ ହୁଏ ଚୂର୍ଣ୍ଣ

ଦଦରା ଦୁନିଆ ଅନ୍ଧାର ଗଳି

ମମତାରେ ଥାଏ ଫିକା ଧ୍ୱନି

ସବୁ ସୋପାନକୁ

ଛୁଇଁପାରେ ବୋଲି

ଗଡିଲା ସମୟ ବଢିଲା ବୟସ

ସଭିଙ୍କର ଥାଏ ପ୍ରେମର ଆଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance