Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Romance

3  

Brundabana Pradhan

Romance

ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

1 min
232



ମୁଁ ତ ହଜିଯାଉଥିଲି 

      ତାରି ସ୍ୱପ୍ନରେ 

ମୁଁ ତ ଭିଜିଯାଉଥିଲି 

       ତାରି ସ୍ମୃତିରେ। 


ନିମିଷକେ ନ ଦେଖିଲେ 

       ଲୁହ ଝରୁଥିଲା ମୋ ଆଖିରେ

ପ୍ରତିଟି ମୁହୂର୍ତ୍ତରେ ଅଙ୍କନ କରୁଥିଲି 

       ଚିତ୍ର ତା ମୋ ମନ କାନଭାସରେ ।


ତା ବିନା ମୁଁ ତ ପାରୁନଥିଲି ରହି 

     କେ ତାକୁ ଦେଖିଲେ ପାରୁନଥିଲି ସହି

ସେ ତ ଜାଣି ନ ଥିଲା 

      ବୁଝି ନ ଥିଲା ସେଦିନର ।


ସେ ଅକୁହା ପ୍ରେମକୁ 

 ସ୍ମୃତିରେ ସାଇତିଛି ତା ପ୍ରତାରଣାକୁ ।




Rate this content
Log in

Similar oriya poem from Romance