STORYMIRROR

Akankshyamayee Dash

Abstract Children Stories Horror

3  

Akankshyamayee Dash

Abstract Children Stories Horror

ପ୍ରେମ ପାରିଜାତ

ପ୍ରେମ ପାରିଜାତ

1 min
168


 

  

ଛାତି ତଳେ କେତେ କୋହ ଚାପି ରଖି

ବଞ୍ଚିବାକୁ ହୁଏ ନୀତି

ସୁଖ ର ଫେଡାଣ ଦୁଃଖ ର ମିଶାଣ

 ବଞ୍ଚିବାକୁ ଲାଗେ ଭିତି !!


ଥିଲି ଯେବେ ପିଲା ହେଉଥିଲି ଗେର୍ ହା 

ନ ଜାଣିଲି କେବେ ଦୁଃଖ 

 ସୁନେଲି ସପନ ମନେ ବୁଣି ମୋର

ପାଉଥିଲି କେଡେ ସୁଖ ।


 ବୟସ ର ଝଡ଼ ଭାଙ୍ଗିଦେଲା ଆଜି

  ସୁନେଲି ସପନ ମୋର

କ।ନ୍ଧେ ଲଦି ଦେଇ ଦୁଃଖ ର ପାହାଡ଼

  ହସେ ଆଜି ବାର ବାର ।।


Rate this content
Log in

Similar oriya poem from Abstract