Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Romance

3  

Sanjukta Padhi

Romance

ପ୍ରେମ ପାନ୍ଥ

ପ୍ରେମ ପାନ୍ଥ

1 min
244


ପ୍ରେମ ପାନ୍ଥଶାଳା

ଶକ୍ତ ଦ୍ରୁମ ପରି ପ୍ରେମ

ମମତା ବନ୍ଧନ ଭିଡ଼ି

ଚାଲିଥାଏ ଚୋରି ଚୋରି

ଆପଣା ଗଳିକୁ ହୁଗୁଳୀ ।


ଅନ୍ଦି ସନ୍ଧିରେ କେବେ

ବାଟ ଘାଟରେ ଯେବେ

ଆଖିକୁ ମିଶାଇ ଦେଇ

ବହି ଚାଲେ ପ୍ରେମ

ଝାପସା ବାଆଟି ପରି ।


ଜନଶୂନ୍ୟ ରାସ୍ତାରେ

ଘଞ୍ଚ ଜଙ୍ଗଲର ଵୁଦାରେ

ନଦୀ ଆରପାରି ତୋଟାରେ

ଲୁଚକାଳି ଖେଳରେ ମସଗୁଲ ।


ପ୍ରେମ କବାଟରେ ଫାଙ୍କ

ଯେତେ ଭଲ ପ୍ରେମୀ

ହେଉ ନା କାହିଁକି ଏଠି

ଲାଗି ରହିଥାଏ କଳଙ୍କ ।


ଆସ ପ୍ରେମ ହାଟରେ ବସି

ପାନ୍ଥଶାଳାଟିଏ ତିଆରିବା

ପ୍ରେମ ଫୁଲ ପେନ୍ଥା ପରଷି

ଦୁନିଆକୁ ଖୁସି କରିବା ।।



Rate this content
Log in

Similar oriya poem from Romance