STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
230

ଜାଣି ତ ନଥିଲି

ପ୍ରେମର ସାନ ଭଉଣୀ ପ୍ରତାରଣା ବୋଲି

ମନ ତ ଥିଲା ନିରୀହ ଶ୍ରାବଣ

ପୁନେଇଁ ଜହ୍ନକୁ କଲା ମନ

ନିର୍ଦୟୀ ହେଇ ।

ଚୁନା କଲା ସବୁ ମିଠା ସପନ

ସ୍ୱାର୍ଥପର ସିଏ

ହୃଦୟହୀନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance