Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhash Chandra Bhutia

Romance

4  

Subhash Chandra Bhutia

Romance

ପ୍ରେମ ନୁହେଁ ସେତ ଅଗ୍ନି ପରୀକ୍ଷା

ପ୍ରେମ ନୁହେଁ ସେତ ଅଗ୍ନି ପରୀକ୍ଷା

1 min
337



ପ୍ରେମ ପାଇଁ ଘଟ

ପ୍ରେମ ପାଇଁ ନାଟ

ପ୍ରେମତ ଅସଲ ଶିକ୍ଷା

ପ୍ରେମକୁ ପ୍ରମାଣ

କରିବାକୁ ଲୋକେ

ଦିଅନ୍ତି ଅଗ୍ନି ପରୀକ୍ଷା ।

ପ୍ରେମରୁ ପୁରାଣ

ପ୍ରେମେ ରାମାୟଣ

ପ୍ରେମରୁ ଜଳଇ ନିଆଁ

ପ୍ରେମ ପବିତ୍ରତା

ପରକ୍ଷୀବା ପାଇଁ

ଦିଅନ୍ତି ଅଗ୍ନି ପରୀକ୍ଷା ।

ପ୍ରେମ ରେ ରାଧିକା

ବିରହୀ ସେବୀକ

ନିତି ଖାଉଥାଏ ଧୋକା

ପ୍ରେମ ଗଣ୍ଠିଧନ

ଟାଣ କରି ମନ

ଦିଅନ୍ତି ଅଗ୍ନି ପରୀକ୍ଷା ।

ପ୍ରେମରେ ନାଟକ

ଗପ ମଧ୍ୟେ ଫାଟ

ସବୁତ ହୋଇଛି ଥୁଆ

ପ୍ରେମକୁ ଗ୍ରହଣ

କରିବାକୁ ହେଲେ

ଦିଅନ୍ତି ଅଗ୍ନି ପରୀକ୍ଷା ।

କଥା କିମ୍ବଦନ୍ତୀ

ଶାନ୍ତି ବା ଅଶାନ୍ତି

ସବୁଠି ପ୍ରେମର ଦେଖା

ପ୍ରେମ ପାଇଁ ଆଜି

ଆଖି ଲୁହେ ଭିଜି

ଦିଅନ୍ତି ଅଗ୍ନି ପରୀକ୍ଷା ।।


Rate this content
Log in

Similar oriya poem from Romance