Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhash Chandra Bhutia

Others

4.5  

Subhash Chandra Bhutia

Others

ଓଁ ଗଣେଶାୟ ନମଃ

ଓଁ ଗଣେଶାୟ ନମଃ

1 min
383



ନମୋ ନମୋ ଗଣେଶ

ବିଦ୍ୟା ଦାତା ବିଘ୍ନେଶ

କରୁଣା କର ହୋଇ ତୋଷ

ଅଜ୍ଞାନ ପରାହତ

ପାଇ ତୁମ ଆଶିଷ

ପାପ ଯେ ଅକ୍ଳେଶରେ ନାଶ ।

ତୁମରି ଆଗମନେ

ଆନନ୍ଦ ଆସେ ମନେ

ଉତ୍ସବ ମୁଖରିତ ଧରା

ସଂଚାରି ଉଠେ ଆଶା

ପ୍ରେମ ପୁଲକ ନିଶା

ନବୀନ ଜ୍ୟୋତିର ପସରା ।

ଅଗ୍ରପୂଜ୍ୟ ହେ ନାଥ

ଅଗ୍ରଗତିର ପଥ

ଦର୍ଶନେ ମିଳେ କୋଟି ପୁଣ୍ୟ

ଶୁଭ ଲାଭ ଯେ ସିଦ୍ଧି

କୋଟି ଲାବନ୍ୟ ନିଧି

ଦେବତା ଣେ ଅଗ୍ରଗଣ୍ୟ ।

ଅଧମ କରେ ପୂଜା

ଉଡିବ ତୁମ ଧ୍ବଜା

ତ୍ରୈଲୋକ ହୋଇବ ଉଶ୍ୱାସ

ତୁଟିବ ଦୁଃଖ କଷ୍ଟ

କଳୁଷ ହେବ ନଷ୍ଟ

ହୃଦୟେ ରହିଛି ବିଶ୍ୱାସ ।



Rate this content
Log in