Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Romance

1.0  

Sudama Lenka

Romance

ପ୍ରେମ ନିବେଦନ

ପ୍ରେମ ନିବେଦନ

1 min
6.8K


ପ୍ରେମ ନିବେଦନ କରୁଅଛି ପ୍ରିୟା ,

     ତୁମରି ମୁହଁକୁ ଚାହେଁ l

ହସି ହସି ଟିକେ କହିଦିଅ ତୁମେ ,

    ତୁମକୁ ମୁଁ ଭଲ ପାଏ l

ହାତରେ ଧରିଛି ଗୋଲାପକୁ ମୁହିଁ ,

    ତୁମକୁ ତ ଦେବାପାଇଁ l

ଗୋଲାପ ଚାହିଁଛି ତୁମ ଓଠ ଛୁଆଁ ,

    ହୃଦୟକୁ ଡ଼ାକିନେଇ l

ବରଷକେ ଥରେ ଆସିଛି ଏ ଦିନ ,

    କର ନାହିଁ ଅବମାନ l

ହାତଟି ତୁମର ମୋ ହାତକୁ ଦେଇ ,

     କରିନିଅ ସବୁଦିନ l

ପରିରାଇଜର ରାଇଜେ ରହିବା ,

   ନଥିବେ ସେଠାରେ କେହି l

ନୂତନ ସୂର୍ଯ୍ୟର କିରଣ ଆଣିକି ,

    ତୁମ ପାଦେ ଦେବି ମୁଁହି l

ତୁମେ ହସୁଥିବ ମୁଁହି ଦେଖୁଥିବି ,

     କହୁଥିବ କିଛି କଥା l

ତୁମ ରାଣ ଖାଇ କହୁଛି ହେ ପ୍ରିୟା ,

     ନଥିବ ଜୀବନ ବ୍ୟଥା llll


Rate this content
Log in

Similar oriya poem from Romance