STORYMIRROR

Mr.GAGAN BIHARI NAYAK

Romance Fantasy

3  

Mr.GAGAN BIHARI NAYAK

Romance Fantasy

ପ୍ରେମ ମୋ ଯାଯାବର

ପ୍ରେମ ମୋ ଯାଯାବର

1 min
183


ଠିକଣା ହଜା ମୁଁ ଯାଯାବର ।

କେ କହିବ ପରିଚୟ ମୋର।

ଜୀବନ ମୋ'ଚଲା ଭୂଇଁ 

ଏଇ ଅଛି ଏଇ ନାହିଁ

ଜାତନାର (0)


ଚାଲୁଛି ଏକାକି ହୋଇ

ନଦନଦୀ ପାର ହୋଇ 

ପାହାଡ଼ୀ ଝରଣା ସାଥେ

ମନ କଥା କହି କହି ।

ମନ ତା ସରଳ ଅତି

ତରଳେ ସତେ ଯେମିତି

ଜଳାଏ ମନରେ ନିଆଁ

ପ୍ରଣୟର (୧)


ତପତ ଏ ମରୁ ଝର

ତୃଷା ବଢେ ପିପାସାର 

ମରୁ ଭୂମି ଦିଏ ଦୁଃଖ 

ଦେଖେ ବାଲି ଝଡ ରୂପ

ଚାଲି ପାରୁନି ମୁଁ ଆଉ

ମୋ ପ୍ରେମ ଏଇଠି ଥାଉ

ନାହିଁ ମୋ' ମିଳନ ଏଇ

ଜନମର(୨) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance