STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

3  

ନାୟକ ଅକ୍ଷୟ ରାଜହସ୍ତୀ

Romance

ପ୍ରେମ କୋଣାର୍କ

ପ୍ରେମ କୋଣାର୍କ

1 min
282

ସତ୍ୟର ପୂଜାରିଣୀ ତୁମେ

ମୁଁ ତୁମ ଅନୁସରଣକାରୀ

ତୁମେ ସୁଷମା ବର୍ଦ୍ଧିତ ବନ

ମୁଁ କୃତିମ ପାର୍କ

ତୁମେ ବଂଶୀର ମାଧୁରୀ

ମୁଁ କର୍ଣ୍ଣ କଟୁ ଅର୍କଷ୍ଟ୍ରୋ

ତୁମେ କୁଳୁକୁଳୁ ଝରଣା

ମୁଁ ଶୁଷ୍କ ମରୁଭୂମି

ତଥାପି ଆମେ ହସାଇବା

ସ୍ନେହ, ପ୍ରେମ, ରାଗ, ଅଭିମାନ ମିଶାଇ

ତିଆରି କରିବା ପ୍ରେମ ଅର୍କ _କୋଣାର୍କ

ଯେଉଁଠି ତମେ ଆଉ ମୁଁ

କେବଳ ଉତ୍କର୍ଷ ପ୍ରତିପାଦନ

ଆଉ ଯୁଗ ଧର୍ମି ଅଭିନ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance