Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

4  

Pramila Mohanty

Inspirational

ପ୍ରେମ କେବେ ନୁହଁମିଛ କି ଶୁଖିଲା

ପ୍ରେମ କେବେ ନୁହଁମିଛ କି ଶୁଖିଲା

1 min
169



ପ୍ରେମ ସେତ ଶାଶ୍ବତ

ଚିରନ୍ତନ ଦୁଇଟି ମନର

 ମିଳନ ଦୁଇଟି ଆତ୍ମା ର

ନୈଶର୍ଗିକ ମିଳନର

ଜୀବନ୍ତ ପ୍ରତିକ ସଦା

ଅମଳିନ ଦୁଇଟି ଆତ୍ମାର

ସ୍ପନ୍ଦନ ପାରିଜାତ ପୁଷ୍ପ

ପରସ୍ପର ଶୁଣି ପାରନ୍ତି

 ବିନା ଇସାରାରେ ବୁଝାଇ

 ଦିଏ ମନର ଭାବ

ପରସ୍ପର ଙ୍କ ର ନୀବିଡ

  ଆଲୋଡନ

ସଦା ଝର ଝର ସତେ

ଯେପରି ପୂଣ୍ୟ ତୋୟାଗଙ୍ଗା ର 

 ଧାର ସଦା ଝରଝର

ସଦା ପବିତ୍ର ହୁଏନା

କେବେ ଆବିଳ ପ୍ରସ୍ଫୁଟିତ

କମଳସମ ନୁହେଁ କେବେ

ଶୁଖିଲା ଶିଥୁଳା ଅମୃତ ସମ



Rate this content
Log in

Similar oriya poem from Inspirational