STORYMIRROR

Suresh chandra Padhy

Classics

2  

Suresh chandra Padhy

Classics

ପ୍ରେମ ଧୋକା ଦେଲା

ପ୍ରେମ ଧୋକା ଦେଲା

1 min
180


ପ୍ରେମ ମୋତେ ଧୋକା ଦେଲା

ମୋ ପ୍ରିୟତମା ବଦମାସ ଥିଲା

ମୋ ସାଥେ ସେ ଖେଳ ଖେଳିଲା

ମୋ ସାଥେ ଛଳନା ସେ କଲା

ଏତେ ଖଳ ପ୍ରକୃତି ର ସେ ଥିଲା

ମୋତେ ଭାରି କଷ୍ଟ ଦେଇ ଗଲା

ମୋ ମନ ଭାରି ଦୁଃଖ ସେ କଲା

ଆଉ କାହାକୁ ନିଜର କଲା

ମୋ ସାଥେ ତାର ପ୍ରେମ ନ ଥିଲା

ଭାରି ଦୁଷ୍ଟ ଝିଅ ସେ ହୋଇ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics