STORYMIRROR

Subash Chandra Das

Romance

3  

Subash Chandra Das

Romance

ପ୍ରେମ ବାନାମ ପ୍ରେମୀ

ପ୍ରେମ ବାନାମ ପ୍ରେମୀ

1 min
171

     

   ସେ କାଳ ଗୋଲାପ

       କଣ୍ଟକିତ ଥିଲା

         ହାତେ ବାଜୁଥିଲା କଣ୍ଟା

             ରକ୍ତ ଝରୁଥିଲା

               କଣ୍ଟକ ଆଘାତେ

                 ବାଧୁ ନଥିଲା ସେ

                  ପ୍ରେମ ପୁଲକେ 

          ଏ କାଳରେ ମଧ୍ୟ

      ଫୁଟୁଛି ଗୋଲାପ

     କଣ୍ଟକ ଶଯ୍ୟାରେ ଶୋଇ

    ସେ କଣ୍ଟକ କ୍ଷତେ

    ରକତ ଝରିଣ ପ୍ରମକୁ କରିଛି

   କଣ୍ଟକିତ

       ଅଛି ସେହି ଫୁଲ

       ଅଛି ସେହି ପ୍ରେମ

      ନାହିଁ ଚିରସ୍ଥାୟୀ ଆକର୍ଷଣ ।             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance