STORYMIRROR

Subash Chandra Das

Romance

3  

Subash Chandra Das

Romance

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

1 min
182

    ପ୍ରେମ ନୁହେଁ ବନ୍ଧୁ

    ପାଚିଲା ଫଳଟେ

    ତୋଳି ଆଣି ଖାଇ ଦେବ

    ପ୍ରେମ ଅଟେ ବନ୍ଧୁ

    ଶାଶ୍ବତ ଚିନ୍ତନ ।

    ହୃଦୟ ହୃଦୟ ମିଳିତ ହେବ

    ଚକୋଲେଟ ଆଉ ମୋବାଇଲ ଦେଲେ

    ପ୍ରେମ କେବେ ହୁଏ ନାହିଁ

    ଅର୍ଥ ବିନିମୟେ ପ୍ରେମ ମର୍ଯ୍ୟାଦା ଶୂନ୍ୟ ।

    ଶାଶ୍ବତ ପ୍ରେମର ମିଳନ ସମ୍ଭବ

    ଶାଶ୍ବତ ପ୍ରେମ ଚିନ୍ତନେ

    ପ୍ରେମ ନୁହେଁ ବନ୍ଧା ପ୍ରାକୃତ ସୂତ୍ରରେ

    ପ୍ରେମ ବନ୍ଧା ଅପ୍ରାକୃତ ବନ୍ଧନେ

    ଶାଶ୍ବତ ପ୍ରେମ ପ୍ରକଟିତ ହୁଏ

    ଶାଶ୍ବତ ପ୍ରେମୀଙ୍କ ମଧୂର ମିଳନେ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance