Amitav Sahu
Romance
ତମେ କହିଲ
ସଚ୍ଚୋଟତା ହିଁ ପ୍ରେମ
ନିର୍ଭୀକତା ହିଁ ପ୍ରେମ
ଉଦାରତା ହିଁ ପ୍ରେମ
ସେବଠୁ
ସଚ୍ଚୋଟତା ହିଁ ଗଡ଼ ଜିତିବାର ବଳ
ନିର୍ଭୀକତା ହିଁ ସଫଳତାର କାରଣ
ଉଦାରତା ହିଁ ଆପଣା ପଣ
ଦେଖ
ମୁଁ ପ୍ରେମ ନୁହଁ
ସବୁ ପ୍ରେମମଣିଷ ଭିତରେ
ନିଜର ହେଲି ... ନିଜର ହେଲି
ସଙ୍ଗରୋଧର ଜୀବନ
ଝଗଡା
ସନ୍ଦେହ କରିବା ...
ତମେ କ'ଣ ସ୍ଵାଧ...
ପ୍ରତୀକ୍ଷା
ସଭ୍ୟତା
ପ୍ରେମ -୨୪
ପ୍ରେମ - ୨୩
ପ୍ରେମ- ୨୨
ପ୍ରେମ- ୨୧
ନିବେଦନ ନିବେଦନ
ସ୍ମୃତି ଭରା ରାତି ମୃଦୁ ବ୍ୟଥା ସ୍ମୃତି ଭରା ରାତି ମୃଦୁ ବ୍ୟଥା
ପ୍ରୀତି ର ଝଲକ ପ୍ରୀତି ର ଝଲକ
ବିବାହ ବନ୍ଧନ ବିବାହ ବନ୍ଧନ
ଅଛି ବୋଲି ତ! ଅଛି ବୋଲି ତ!
ଶୀତର ରୋମାଞ୍ଚକ ପ୍ରେମ ଶୀତର ରୋମାଞ୍ଚକ ପ୍ରେମ
ପ୍ରେମିକା ପ୍ରେମିକା
ମୋକ୍ଷ ଛାୟା ମୋକ୍ଷ ଛାୟା
ଶୀତ ରାଣୀ ଶୀତ ରାଣୀ
ଓଠର ଦରୋଟି ଭାଷା ଇସାରାରେ କହେ ମାଗେ ଅଙ୍କଘଷା ରାଗିଥିଲେ ରୋଷିଥିଲେ ଓଠର ଦରୋଟି ଭାଷା ଇସାରାରେ କହେ ମାଗେ ଅଙ୍କଘଷା ରାଗିଥିଲେ ରୋଷିଥିଲେ
ଦୁଗ୍ଧ ଅଳତା ରଙ୍ଗ ଚିବୁକରେ ପ୍ରଶାଧନ ହେବି ତୋର ତୋ ସିନ୍ଥିରେ ସଦା ରହିଥିବି ନିତି ହୋଇ ମୁଁ ସିନ୍ଦୂର ଗାର।।... ଦୁଗ୍ଧ ଅଳତା ରଙ୍ଗ ଚିବୁକରେ ପ୍ରଶାଧନ ହେବି ତୋର ତୋ ସିନ୍ଥିରେ ସଦା ରହିଥିବି ନିତି ହ...
ପ୍ରେମି କୁ ପ୍ରେମୀକା କେବେ ପାରେକି ପ୍ରେମି କୁ ପ୍ରେମୀକା କେବେ ପାରେକି
ପୁଷ୍ପ ଉଦ୍ୟାନ ପୁଷ୍ପ ଉଦ୍ୟାନ
ଶବ୍ଦର ଶତାବ୍ଦୀ ଶବ୍ଦର ଶତାବ୍ଦୀ
ବିରହି ମନ ବିରହି ମନ
ତୁମେ କେବଳ ମୋର ତୁମେ କେବଳ ମୋର
ଜିଂଯିବି ତୁମ ସ୍ମୃତିରେ ଜିଂଯିବି ତୁମ ସ୍ମୃତିରେ
ପ୍ରତୀକ୍ଷା ପ୍ରତୀକ୍ଷା
ନୂଆ ଆଶା ନୂଆ ଆଶା
ତମେ ବୁଝିବା ବାହାରେ ମୁଁ କିନ୍ତୁ ତୁମ ଅପେକ୍ଷାରେ ବଞ୍ଚେ କର୍ମମୟ ଦିନ ଆଉ ରାତି ମଧ୍ୟରେ ପ୍ରେମର ଶବ ତମେ ବୁଝିବା ବାହାରେ ମୁଁ କିନ୍ତୁ ତୁମ ଅପେକ୍ଷାରେ ବଞ୍ଚେ କର୍ମମୟ ଦିନ ଆଉ ରାତି ମଧ୍ୟରେ...