STORYMIRROR

Amitav Sahu

Romance

3  

Amitav Sahu

Romance

ପ୍ରେମ- ୧୩

ପ୍ରେମ- ୧୩

1 min
198

ପ୍ରେମ ଶିଖାଏ ବାଟ

ମଣିଷ କେବଳ ଖୋଜୁଥାଏ ଅବାଟ

ପ୍ରେମ ଖୁବ୍ ସରଳ

ମଣିଷ ତାକୁ କରୁଥାଏ ଜଟିଳ

ପ୍ରେମ ସର୍ବଦା ଜୀବନ୍ତ

ମଣିଷ ହିଁ ରଚିପାରେ ମୃତ୍ୟୁର ତାଣ୍ଡବ


ତେଣୁ, ରେ ମଣିଷ

ପ୍ରେମ ନୁହଁ

ପ୍ରେମଠୁ ମଣିଷ ହେବା ଶିଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance