STORYMIRROR

JitendraNath Gahir

Inspirational

3  

JitendraNath Gahir

Inspirational

ପରଛା ମନ୍

ପରଛା ମନ୍

1 min
247

ଗରିବ୍ ଘରେ କୁନୁଆଁ ସରଧା

ଚାକରିଆ ଘରେ କେଇଁ

ନେଇ ଦେଲେ ବି  ଚାହା ଜଲଖିଆ 

ପାହାଁ ତଲେ ତୋର, ଉଲଗି ହେଇ

ପେନ୍ ଗଡ଼ୁ ଦେବା ଥୁଇ 

ପେନ୍ ଗଡ଼ୁଦେବା ଥୁଇ ।।୧ ।।


ହାତ୍ ଧରିକରି ଖଟେ ବସାବା

ମନକେ ସୁରତା କରି

ଚୌକି ସୋଫା ନେଇ ଥିଲେ ବି

ପରଛା ମନ ତି

ହୁରୁଦ୍ ଯିବା ଭରି

ତୋର ହୁରୁଦ୍ ଯିବା ଭରି ।। ୨।।


ଉସତ୍ ମନେ ରାନ୍ଧିବାଢି କରି 

ସାଗ ତୁନ୍ ରଚେ ଦେବା 

କୁକ୍ରା ଚେମରା ନେଇ ଦେଲେ ବି 

ସମିଆ ଦେଇ, ପରଛା ମନ ତି

କୁନୁଆଁର୍ ମନ୍ ଜିତବା 

କୁନୁଆର ମନ୍ ଜିତବା ।। ୩।।


ମନ୍ ଜାନସି ମନର୍ କଥା

କୁନୁଆଁର କଥା ଗରିବ୍

ଧନି ଲୋକକେ ଧନ୍ ସରଧା 

ଉପରେ ଉପରେ, ଜାନିଥା ବାବୁ

ଦେଖେଇ ହେସନ୍ ସରିଫ୍ 

ଦେଖେଇ ହେସନ୍ ସରିଫ୍।। ୪ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational