Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Action Classics Inspirational

4  

Raja Sekhar CH V

Action Classics Inspirational

ପ୍ରବର୍ତ୍ତନ

ପ୍ରବର୍ତ୍ତନ

1 min
256


ସଦାସର୍ବଦା ସମତୁଲ ରଖିବାକୁ ହେବ ମଣିଷର ମଣିଷର ପ୍ରବର୍ତ୍ତନ,

ଆଲୋଚନା ସମାଲୋଚନାରୁ ବ୍ୟବହାରରେ ଆସିବ ପରିବର୍ତ୍ତନ,

ଭବିଷ୍ୟର ସଂରକ୍ଷଣ ସୁରକ୍ଷା କରେ ବର୍ତ୍ତମାନ ବେଳର ଚାଲିଚଳନ,

ସଂଶୋଧନ ଦ୍ୱାରା ଅଶିଷ୍ଟାଚାରରେ କଦାପି କରିହେବନି ପ୍ରତ୍ୟାବର୍ତ୍ତନ |୧|


ବାଣୀ ବିନିଯୋଗ ଉପରେ ଅନିବାର୍ଯ୍ୟ ଯେ ନିୟନ୍ତ୍ରଣ,

ସନ୍ତୁଳିତ ଭାବେ କରିବାକୁ ହେବ ପରସ୍ପର ସମ୍ଭାଷଣ,

ଅଦରକାରୀ ମତାନ୍ତର ସୃଷ୍ଟି କରନ୍ତି କ୍ଳେଶକର ରଣ,

ଦୁର୍ବଚନରୁ ଅପରିବର୍ତ୍ତନୀୟ ବୈରକୁ ମିଳେ ନିମନ୍ତ୍ରଣ ।୨|


Rate this content
Log in

Similar oriya poem from Action