STORYMIRROR

Reeta aparajeeta Mohanty

Inspirational

2  

Reeta aparajeeta Mohanty

Inspirational

ପ୍ରଭୁ ଶ୍ରୀ ରାମ -ରୀତା ଅପରାଜିତl

ପ୍ରଭୁ ଶ୍ରୀ ରାମ -ରୀତା ଅପରାଜିତl

1 min
2.9K

ହେ ମୋର ପ୍ରଭୁ ଶ୍ରୀ ରାମ

ସଭିଏଁ ଜାଣନ୍ତି ତୁମ ଅନନ୍ତ ମହିମା ର ଗାଥା

ତଥାପି ପୁନଃ ଲେଖୁଛି ତୁମ କରୁଣl ତୁମ ଆଶୀର୍ବାଦ ରୁ

ତୁମ ଆଗ୍ରହ ରୁ

ଏ ତ୍ରିଭୂବନ ଯେବେ ରାକ୍ଷlସ ଙ୍କ ଅତ୍ୟାଚାର ରେ

ବହୁତ ଦୁଃଖ ଓ ପୀଡ଼lରେ ଥିଲା

ସମସ୍ତଙ୍କ ଦୁଃଖ ଦୂର କରିବାକୁ ପ୍ରଭୁ ତୁମେ

ତୁମେ ଅବତାର ନେଲା

ତ୍ରେତୟା ଯୁଗରେ ଜନ୍ମ ନେଲା

ଦେବଙ୍କ ଆରତ ପ୍ରାଣୀଙ୍କ ଆର୍ତ୍ତ ସହି ନପାରି

ତୁମେ ପ୍ରଭୁ କେତେ ଅସୁରଙ୍କୁ ଦେଲ ମୋକ୍ଷ

ପିତାଙ୍କ ଆଦେଶରେ ଚଉଦ ବର୍ଷ ବନବାସ ଦଣ୍ଡକୁ

ମଥାପୋତି ସହିନେଲେ

ମାୟାବୀ ରାବଣ ସାଧୁ ବେଶେ ଆସି

ମାତା ସୀତାଙ୍କୁ ହରଣ କଲା

ସେତେବେଳେ ତୁମେ କୋଦଣ୍ଡ ଧରିଲ

ନିଜ ଭକ୍ତ ହନୁମାନ ସହ ମିଶି

ରାଵନଙ୍କୁ ମାରିଲ

ଶାନ୍ତି ଲଭିଲା ଏ ପୃଥିବି

ଆମ୍ଭେମାନେ ଯୁଗେ ଯୁଗେ

ଗାଉଥିବୁ ତୁମ ଯଶ କୀର୍ତ୍ତି

ପ୍ରଜା ଵଚନ ରକ୍ଷl କରିବାକୁ ଯାଇ

ନିଜ ପ୍ରାଣଠୁ ଅଧିକ ପ୍ରିୟତମା

ପତ୍ନୀ ସୀତାଙ୍କୁ ତ୍ୟାଗ କଲ

ଏକ ପତ୍ନୀ ବ୍ରତଚାରୀ ରହିଲ

ସେଥିପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ନାମ ବହିଲ

ହେ ପ୍ରଭୁ ଶ୍ରୀରାମ

ତୁମ ଗୁଣ ଗାଇ ଗାଇ

ମୋ ପୁରା ଜୀବନ ବିତୁ

ତୁମେ ଏ ସାରl ସଂସାର

ନାବ କୁ ପାରି କରାଅ

ତୁମେ ଥାଉ ଥାଉ

ଏ ଅପରାଜିତl ର ଭୟ କାହିଁକି ଓ କାହାକୁ

ଜୟ ଶ୍ରୀରାମ ଜୟ ଗାଇ

ମୋ ଦିନ ବିତୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational