STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
240


ପ୍ରାୟଶ୍ଚିତର ପ୍ରଶ୍ନ ଉଠୁନି ,

କଥା ଥିଲା , 

ବନ୍ଧୁ ହୋଇ ଜୀବନ ବଞ୍ଚିବା

ଗୋଟେ ପାଦ ତୁମର ହେଲେ 

ଗୋଟେ ପାଦ ମୋର ହେବ ।।

ଜୀବନ ଯାତ୍ରାରେ ,

ସହଭାଗିତା ,ସମଭାବାପନ୍ନ ,

ସମର୍ପଣର ମନୋଭାବ ରହିବ

ସମ୍ପର୍କର ନାଆ ରେ ତୁମେ ଦୋଦୁଲ୍ୟମାନ ହେଲ ସାଥି ।।

ଢେର ହେଲା ତୁମ ଛକା ପଞ୍ଜା ଖେଳ

ପାରୁଛ ଯଦି ଖୁସିରେ ରୁହ,

ଜୋର ଜବରଦସ୍ତି ରେ

କିଛି ହାସିଲ ହୁଏନି ,

ମୋର ସବୁ ପୂଣ୍ୟବଳେ ଶାନ୍ତିରେ ରୁହ ।।


Rate this content
Log in

Similar oriya poem from Inspirational