STORYMIRROR

Laxmipriya Sahu

Tragedy

4  

Laxmipriya Sahu

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
223


ତୁମ ପାଇଁ ଲୁହ ଝରୁ ନାହିଁ

ଏ ଅନୁତାପ ର ଲୁହ

କୁହୁଡି ର ସ୍ବପ୍ନ ସବୁ

ସୂର୍ଯ୍ୟାଲୋକ ପରିସ୍କାର କଲା

ଯେତେବେଳେ ଶୁଣିଲି କାହାକୁ ଅପେକ୍ଷା

କାହାପାଇଁ ପ୍ରତୀକ୍ଷା

ଜାଣିଲାନୀ ସବୁ ମୁହୂର୍ତ ତାରି ପାଇଁ

ସ୍ବପ୍ନ ସବୁ ସେଇ ପ୍ରତିକ୍ଷିତ ସମୟ ପାଇଁ

ସନ୍ଦେହ ଭାଷାରେ ସେ ସମୟ ପୁରିଲା

ସ୍ନେହ ଶ୍ରଦ୍ଧା ରେ କଳଙ୍କ ଲାଗିଲା

ବୁଝିଲି ମଣିଷ କେତେ ଆତ୍ମ ସଂଶ୍ଳେଷଣ

ବିଶ୍ଳେଷଣ ଅନ୍ୟଠି ରଖିଲା

ନିଜକୁ କେବେ ତର୍ଜମା କରିବ

ସେତିକି ପ୍ରତୀକ୍ଷା ରହିଲା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy