STORYMIRROR

Dhiren Bag

Abstract

2  

Dhiren Bag

Abstract

ପଞ୍ଚୁକ

ପଞ୍ଚୁକ

1 min
462

କାର୍ତ୍ତିକ ଅଟେ ଧରମ ମାସ

ଶୁଦ୍ଧ,ସାତ୍ତ୍ଵିକ ମନ ଉପବାସ


ପାଞ୍ଚଦିନ ଧରି ପାଳିତ ପଞ୍ଚୁକ

ସାଧା ନିରାମିଷ ହୁଏ ଭୋଜନ


ବଗ ଖାଏ ନାହିଁ ଆମିଷ

ପାଳେ ପଞ୍ଚୁକ ରହିଣ ଧ୍ୟାନ


ହବିଷ ପାଳନ୍ତି ଠାକୁର ପୂଜି

ମନେ କେତେ ଆଶାକୁ ବାନ୍ଧି


ପ୍ରତଃସ୍ନାନ ସାରି ପୂଜନ୍ତି ତୁଳସୀ

ଦେଇ ରଂଗ ମୁରୁଜ ଆକନ୍ତି ଛବି


କାର୍ତ୍ତିକର ଶେଷ ଦିନଟିରେ

ଡଙ୍ଗା ଭସାନ୍ତି ଦେଇ ଗୁଆପାନ


ଏ ମାସଟି ଧରମ ଅଟେ

ପୂଜା ବିଧିରେ ପାପ ନାଶକେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract