STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ପ୍ରାର୍ଥନା

ପ୍ରାର୍ଥନା

1 min
226

ନେତ୍ର ଦେଖି ନାହିଁ, ବିଶ୍ବ ରୂପ ତୋ'ର

ଶୁଣିଛି ପ୍ରାର୍ଥନାରେ ତୁମରି ସ୍ବର

ଅନୁଭବ, ଅନୁଭୂତି ର ଠାକୁର

ପ୍ରମାଣ ଟି ତୋ'ର ସତ୍ୟ ନିରନ୍ତର।


ବିଶ୍ବାସ ଦ୍ବିପଟି ଅଖଣ୍ଡ ପ୍ରଦୀପ

ହୃଦୟରେ ଭରି - ଶାନ୍ତି ଉପଲବ୍ଧ

ନୟନରେ ଭରି ଅଶୃ ଲୋତକ

ନିତ୍ୟ ପକ୍ଷାଳେ ତୋ ପଦ ପାଦଜ।


ଶୁଭ୍ର ମନ ଫୁଲ ଦେଇ ମସ୍ତକ

ଶୁଦ୍ଧ ପ୍ରଣାମରେ ସମର୍ପଣ ନତ

କର୍ମେ କର୍ମ ନିତ୍ୟ କରି ହରଷ

ସଂସାର ଦୌଡି ତୋ ହାତେ ନେସ୍ତ।


କାହିଁକି ଭାବିକି ମୋ ହସ ବିରଷ

ଯଦି ଅଛ ତୁମେ ହେ ମହାବାହୂ ଇଷ

ହୃଦୟ ଟି ତୁମ ଞାନ ବୁଦ୍ଧି ଶିଦ୍ଧି ଜଗଦିଶ 

କୃପା କର ମାତ୍ର, ମୁଁ ତୋ କ୍ଷୁଦ୍ର ଅଂଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract