STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ପଲାଶଫୁଲ ତୁମ ପ୍ରେମ

ପଲାଶଫୁଲ ତୁମ ପ୍ରେମ

1 min
205

ତୁମେ ରଙ୍ଗୀନ ମଧୁର ସଙ୍ଗୀତ

ଡାଳେ ଶିଖରେ ଉପସ୍ଥିତ

କଣ୍ଟକହୀନ ତୁମ ପଥ

ତୁମ ଜୀବନ ସୁଗନ୍ଧରହିତ

ତୁମ ଭିତରେ ତୁମେ ପରିପୂର୍ଣ୍ଣା

ଝଡିଗଲେ ରଚିଯାଅ ପ୍ରେମ ସମ୍ପୂୂର୍ଣ୍ଣ

ଲୋଟିଯାଅ ଧରଣୀର ବୁକୁରେ

ଚୁମିଯାଏ ଅଧର ଗୋଟେଥରରେ

ମଥାରେ ଲାଗି ହେବା ମନା

ରୂପସମ୍ଭାର ଚହଟେ ଅନନ୍ଯ୍

ଫଗୁୁୁଣ ଆସିଲେ ତୁ ବିରାଜିଛୁ

ମହୀମଣ୍ଡଳେ ଲାଲ ରଙ୍ଗର ହୋରି ଖେଳୁଛୁ

ଋତୁବର୍ଣ୍ଣା ଅଭିସାରିକାରେ ତୁ ପରା ଆଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance