Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Rout

Abstract

3  

Suchismita Rout

Abstract

ଫୁଲ ଚାଙ୍ଗୁଡ଼ା

ଫୁଲ ଚାଙ୍ଗୁଡ଼ା

1 min
205


ଫୁଲ ଚାଙ୍ଗୁଡ଼ା ଏ ଫୁଲ ଚାଙ୍ଗୁଡା

ସକାଳୁ ସକାଳୁ ହୁଏ ତ ଲୋଡା।

କଳା,ଧଳା,ନାଲି , ନେଳୀ,ହଳଦୀ

ନାନରଙ୍ଗେ ପୁରି ଉଠେ ସେ ହସି।

ସକଳ ପୁଷ୍ପଙ୍କ ସମାଗମ ଦେଖି

ସାଧୁଜନଙ୍କ ଆଖି ଯାଏ ଲାଖି।

ଧରଣୀ ମା ଠୁଁ ଆମେ ସଭିଏଁ ଜାତ

ଛୋଟିଆ ଚିଜ ସେ ଦେଉଛି ଶିଖ,

ରଖ ନାହିଁ ଜାତି ବର୍ଣ୍ଣ ର ଭେଦ

ସଭିଙ୍କୁ ସାଥିରେ ନେଇ ବଞ୍ଚିବା ଶିଖ।

ଫୁଳଚଙ୍ଗୁଡ଼ା ଏ ଫୁଲ ଚାଙ୍ଗୁଡି

ସକାଳୁ ସକାଳୁ ହୁଏ ତ ଲୋଡା।।



Rate this content
Log in

Similar oriya poem from Abstract