STORYMIRROR

bikram behera

Inspirational

3  

bikram behera

Inspirational

ଫ୍ରି ଫାୟାର

ଫ୍ରି ଫାୟାର

1 min
221


ଅଧୁନା ଦିନରେ ଫ୍ରି ଫାୟାର

କରିଛି ସଭିଙ୍କୁ ଗ୍ରାସ

ପିଲା ଠାରୁ ଭେଣ୍ଡା ସଭିଏଁ ଗାଆନ୍ତି 

ଫ୍ରି ଫାୟାର ର ଯଶ ।


ଏ ଖେଳ ସାଜଇ କାହାର ସେ

ଅନନ୍ୟ ଭାଷାର ନିଶା

ପୁଣି ସେ ସାଜଇ ଅନ୍ୟ କାହାରି

ଆଜୀବନ ଯାକ ପେସା ।


କେତେ ବାପା ମାଆ ଦିଅନ୍ତି ପିଲାଙ୍କୁ

କରିବାକୁ ଅନଲାଇନ କ୍ଲାସ

ପିଲା ଅନ କରି ଖେଳ ଯେ ଚଲାନ୍ତି

ଉନ୍ମୋଚିତ କରି ଯଶ 


ସବୁ ପିଲା ହାତେ ଅଣ୍ଡୋରାଇଡ ଫୋନ

ଆହୁରି ଫ୍ରି ଫାୟାର

ଖେଳିଲେ ସତେକି ମିଳଇ ଯେ ପୁଣି

ସରଗ ଯାକର ସୁଖ ।


ଖେଳିବା ଟା ପୁଣି କହିବାନୀ ମନ୍ଦ

ଖେଳ ରେ ଖେଳ ରେ ଖେଳ 

ପଢା ପଢି ସାରି ଖେଳିଲେ ସେ ପୁଣି

ଲଭିବ ଭାରି..ଆନନ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational