STORYMIRROR

bikram behera

Others

3  

bikram behera

Others

ପୁନଃ ମିଳନ

ପୁନଃ ମିଳନ

1 min
188


ଏ ଅବ୍ୟଜ ମଣିଷର ଅନ୍ତଃବେଦନା

କରିଲ କି ଥରେ ମନେ

ପ୍ରେମ ଭିତ୍ତିଭୂମି ପୁନଃ ସ୍ଥାପନା

ସ୍ୱପ୍ନ ଥିଲା ମୋର ଦିନେ


ବାଃ ପ୍ରୀତିମଗ୍ନା ଅଜସ୍ର କାମନା

ପୁନଃ ପୂରଣ ହେଲା

ମିଳନ ଆମର ଚିରସ୍ଥାୟୀ ହେବ

ମନେ ବିଶ୍ୱାସ ରହିଲା


ତୁମେ ଗଲାପରେ ସବୁ ଦୁଃଖ ମୋର

କରିଲି ଜୀବନ ସାଥି

ବ୍ୟକ୍ତ କରିଥିଲି କବିତା ମାଧ୍ୟମେ

କାଗଜ କଲମ ଧରି


ପୁନଃ ମିଳନେ ତନୁ ସରସେ ମୋର

ପ୍ରସୂନ ଫୁଟି ଉଠିଲା

ଛାୟାଵାଳି ତୁମ ରୋମାଞ୍ଚିତ କାୟା

ଜୀବନେ ଖୁସି ଭରିଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍